ବିଜୟ ମିଶ୍ରଙ୍କ “ତଟ ନିରଞ୍ଜନା”: ଆଲୋଚନା ଓ ସମ୍ପାଦନା-ଡକ୍ଟର ସୁନୀତି ଦେବତା (Bijaya Mishranka “Tata Niranjana” By Dr. Suniti Debta)
Original price was: ₹150.00.₹49.00Current price is: ₹49.00.
ସାହିତ୍ୟର ସମସ୍ତ ବିଭାଗ ମଧ୍ୟରେ ନାଟକ ସ୍ୱତନ୍ତ୍ର । ଏହା ଏକ ମିଶ୍ର ଓ ମନୋରଞ୍ଜନଧର୍ମୀ କଳା । ସମାଜର ବିବିଧ ପର୍ଯ୍ୟାୟକୁ ଘେନି ନାଟକର ଭାବବସ୍ତୁ ଗଠିତ ହୋଇଥବବାରୁ ଏହା ସମାଜ ଜୀବନର ଦର୍ପଣ ସଦୃଶ । ନାଟକ ଏକ ସମୟରେ ଅନେକ ବ୍ୟକ୍ତିଙ୍କୁ ଉଦ୍ବୁଦ୍ଧ କରିପାରେ, ତେଣୁ ନାଟକ ପ୍ରତି ମୋର ରୁଚି ଅଧିକ । ସ୍ନାତକ, ସ୍ନାତକୋତ୍ତର, ଏମ୍.ଫିଲ ତଥା ପିଏଚ୍.ଡି. ଡ଼ିଗ୍ରୀ ପାଇବା ପାଇଁ ମୁଁ ନାଟକକୁ ହିଁ ସ୍ୱତନ୍ତ୍ରପତ୍ର ଭାବେ ଚୟନ କରିଥିଲି । ନାଟ୍ୟକାର ବିଜୟ ମିଶ୍ରଙ୍କ ନାଟକମାନଙ୍କୁ ଅଧ୍ୟୟନ କରିଛି । ସେ ନବନାଟ୍ୟ ଧାରାର ଅନ୍ୟତମ କୃତବିଦ୍ୟ ସ୍ରଷ୍ଟା । “ତଟନିରଞ୍ଜନା” ନାଟ୍ୟକାର ଶ୍ରୀଯୁକ୍ତ ବିଜୟ ମିଶ୍ରଙ୍କର ଏକ ବଳିଷ୍ଠ ନାଟକ । ସର୍ବ ଭାରତୀୟ ସ୍ତରରେ ୧୯୭୮ ମସିହାରେ ଏହା ଆକାଶବାଣୀ ନାଟକ ପ୍ରତିଯୋଗିତାରେ ସର୍ବଶ୍ରେଷ୍ଠ ନାଟକର ସମ୍ମାନରେ ସମ୍ମାନିତ ତଥା ପୁରସ୍କୃତ । ତେଣୁ ଏହି ନାଟକକୁ ସଂପାଦନା ଓ ଆଲୋଚନା କରିବା ପାଇଁ ମୁଁ ମନ ବୋଳାଇଲି । ଏହି ନାଟକଟି ଜାତୀୟ ଶିକ୍ଷାଗତ ୨୦୨୦ ଅନୁଯାୟୀ ଓଡ଼ିଶାର ସ୍ନାତକ ଓ ସ୍ନାତକୋତ୍ତର ଅଧ୍ୟାୟୀଙ୍କ ପାଇଁ ଉଦ୍ଧିଷ୍ଟ । ଏହି ହେତୁ ପୁସ୍ତକଟି ଅଧ୍ୟାପନା ଓ ଅଧ୍ୟୟନ ଉଭୟରେ ସହାୟକ ହେବ ବୋଲି ମୋର ଆଶା ଓ ବିଶ୍ୱାସ ।
ଡ଼କ୍ଟର ସୁନୀତି ଦେବତା
Description

Reviews
There are no reviews yet.